ମୁଣ୍ଡ ଉପରେ ଚାଳ ନାହିଁ। ପଲିଥିନ ତଳେ କଟୁଛି ଜୀବନ। ବର୍ଷା ହେଲେ ଘରେ ପଶୁଛି ପାଣି। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକରେ ଆବାସ ଯୋଜନାରେ ବାସ୍ତବ ସତ ଦେଖିବାକୁ ମିଳିଛି।
#ArgusNews #Odisha #ArgusNewsTv #Keonjhar #Ghasipura #awasscam